ନୂଆଦିଲ୍ଲୀ: ଗାଁ’ର ଝାଟିମାଟି ଘରୁ ଚାକଚକ୍ୟ ଭରା ଦିଲ୍ଲୀ ସହର। ଆଦିବାସୀ ଅଧ୍ୟୁସିତ ଅଞ୍ଚଳରୁ ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ। ଶ୍ରମିକରୁ ଛାତ୍ର। ପାଠପଢ଼ାରୁ ପୋଡିୟମ୍। ଦଳିତମାନଙ୍କ ସ୍ୱର ହେବାକୁ ଚାହୁଁଥିବା ଏହି ଯୁବକଙ୍କ ପାଇଁ ଗୋଟିଏ ନାରା ‘ଜିତିବ ଜିତେନ୍ଦ୍ର’। ଏଠି ଆଲୋଚନା ହେଉଛି ଓଡ଼ିଶାର ଜିତେନ୍ଦ୍ର ସୁନା (୨୯)ଙ୍କ ବିଷୟରେ। ଜେଏନ୍ୟୁ ଛାତ୍ର ସଂସଦ ନିର୍ବାଚନରେ ଏଥର ସଭାପତି ପ୍ରାର୍ଥୀ ରୂପେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେପ୍ଟେମ୍ବର ୬ ତାରିଖରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) […]
Author: Taza Khabar India
ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର
ଭୁବନେଶ୍ୱର : ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିବାକୁ କୁହାଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି ମୟୂର ପର। ତା’ହେଲେ ଆସନ୍ତୁ ଜାଣିବା ଘରେ ମୟୂର ପର ରଖିଲେ କ’ଣ ସବୁ ଫାଇଦା ମିଳେ। ୧. ବାସ୍ତୁ ଅନୁସାରେ ଘରେ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ୨. ମୟୂର ପର ବ୍ୟବହାର କଲେ ଅମଙ୍ଗଳ ଟଳି […]
ଘରେ ଗଣେଶଙ୍କ ମୂର୍ତ୍ତି ରଖିବା ନେଇ ୫ଟି ଟିପ୍ସ
ଭୁବନେଶ୍ୱର : ହିନ୍ଦୁ ଶାସ୍ତ୍ର ଅନୁସାରେ, ମହାପ୍ରଭୁ ଶ୍ରୀ ଗଣେଶ ହେଉଛି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି କିମ୍ୱା ଫଟୋ ରହିଲେ, ଶୁଭ ଫଳ ମିଳିଥାଏ। ତେବେ ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ରଖିବାବେଳେ ଆମେ କିଛିଟା ଭୁଲ୍ କରିଥାଉ, ଯାହାଦ୍ୱାରା ନକାରାତ୍ମକ ଫଳ ମିଳିଥାଏ। ତେଣୁ ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ରଖିବା ପୂର୍ବରୁ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ, ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ। ୧- ଠାକୁର ଘରେ ଶ୍ରୀ […]
୫ ସେପ୍ଟେମ୍ବର,ଗୁରୁବାର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ
ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଶରୀର ସୁସ୍ଥ ରହିବ। ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମିଥୁନ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ପରିବାରରେ ହସଖୁସିର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ। ସହକର୍ମୀଙ୍କ ସହଯୋଗ ମିଳିବ। ସିଂହ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ମଧ୍ୟାହ୍ଣ ପରେ […]
ହାର୍ଟ ଆଟାକ୍ ହେଲେ ସଙ୍ଗେ ସଙ୍ଗେ କ’ଣ କରିବେ ?
ଭୁବନେଶ୍ୱର : ଅଫିସ୍ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍ଫୁଡ୍ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍ଘାତ ବା ହାର୍ଟ ଆଟାକ୍ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍, ଏହାକୁ ନେଇ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର […]
ଆଜ୍ମାର ଘରୋଇ ଉପଚାର
ଭୁବନେଶ୍ୱର : ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍ମାରେ ପରିବର୍ତ୍ତିତ ହୋଇଥାଏ। ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ। ଏହାର କାରଣ ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଥା’ନ୍ତି। କେବଳ ଏତିକି ନୁହେଁ, ପ୍ରଦୂଷଣ ଆଜ୍ମାର ଏକ ବଡ଼ କାରକ। ଘରର ପରଦା, ଗାଲିଚା ଓ କାର୍ପେଟ୍ରେ ଧିବା ଧୂଳି ଯୋଗୁ ମଧ୍ୟ ଆଜ୍ମା ସମସ୍ୟା ଅଧିକ ବଢ଼ିଥାଏ। ଯେ କୌଣସି ବୟସର […]
ଘରକୁ ଆସୁଥିବା ଅତିଥିଙ୍କୁ ପରଷନ୍ତୁ ‘ନୀର ମୋର୍’
ଆବଶ୍ୟକ ସାମଗ୍ରୀ: ଦହି, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଚାଟ୍ ମସଲା, ଥଣ୍ଡା ପାଣି, ଅଦା, କଳା ଲୁଣ, ହେଙ୍ଗୁ, ଭୁର୍ସୁଙ୍ଗ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ନୀର ମୋର୍ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ଼ ପାତ୍ର ନେଇ ସେଥିରେ ଦହି ଓ ପାଣି ଢାଳନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ବଟା ଅଦା, ଜିରା ଗୁଣ୍ଡ, କଳା ଲୁଣ, ଲୁଣ ଓ ଚାଟ୍ ମସଲା ପକାଇ ଭଲ […]
‘ଆଳୁ ଲଚ୍ଛା ପରଟା’ କେମିତି ତିଆରି ହୁଏ ଜାଣିଛନ୍ତି?
ଆବଶ୍ୟକ ସାମଗ୍ରୀ: ଆଳୁ, ବେସନ, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, କଟା ପରିବା (ଗାଜର, ଟମାଟୋ, ବିନ୍ସ, କ୍ୟାପସିକମ୍), କଟା କଞ୍ଚା ଲଙ୍କା, ଜୁଆଣି, ଲଙ୍କାଗୁଣ୍ଡ, କଟା ଧନିଆ ପତ୍ର ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼େଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ଗ୍ରେଟ୍ କରି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁର ଲଚ୍ଛା। ଏବେ ଏଥିରେ ବେସନ, ଅଦାରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, […]
ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ଜାଣି ନିଅନ୍ତୁ ଗେଟ୍ଅପ୍ ଓ ମେକ୍ଅପ୍ର କିଛି ଟିପ୍ସ
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଚାକିରି ପାଇଁ ତୀବ୍ର ପ୍ରତିଯୋଗିତା ହେଉଛି। ଏହି ପ୍ରତିଯୋଗିତା ଭିତରେ ନିଜକୁ ସ୍ୱତନ୍ତ୍ର ପ୍ରତିପାଦିତ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତିର ବି ଆବଶ୍ୟକତା ରହିଛି । ଆଜିକାଲି ଯେକୌଣସି ଚାକିରି ପାଇଁ ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି, ତାହା ଏହି ସାକ୍ଷାତକାରରୁ ହିଁ ଜଣାପଡ଼ିଥାଏ। ତେବେ ସାକ୍ଷାତକାରକୁ କେବଳ ପାଠ ବିଷୟରେ ପ୍ରସ୍ତୁତ ହୋଇଗଲେ ଚଳିବ ନାହିଁ। ସାକ୍ଷାତକାରକୁ ଯିବା ବେଳେ ଆପଣଙ୍କ ଗେଟଅପ୍ […]
ବର୍ଷା ଦିନେ ସ୍କିନ୍ ଇନ୍ଫେକ୍ସନ୍ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ
ଭୁବନେଶ୍ୱର : ବର୍ଷା ଦିନେ ଅନେକ ଲୋକଙ୍କର ସ୍କିନ୍ ଇନ୍ଫେକ୍ସନ୍ ହୋଇଥାଏ। ଏହି ଋତୁରେ ବାୟୁରେ ଆର୍ଦ୍ରତା ରହୁଥିବା ଯୋଗୁ ମୁହଁରେ ତେଲିଆ ଅଂଶର ପରିମାଣ ବୃଦ୍ଧି ପାଇଥାଏ। ସେହିପରି ବର୍ଷା ଜଳରେ ବିଭିନ୍ନ ବ୍ୟାକ୍ଟେରିଆ ଏବଂ ଜୀବାଣୁ ଥା’ନ୍ତି। ତେଣୁ ବର୍ଷାରେ ଭିଜିବା ଦ୍ୱାରା ମୁହଁରେ ବ୍ରଣ ହେବା ସହିତ ଦାଗ ପଡ଼ିବା ଓ ଲାଲ୍ ହେବା ଭଳି ସମସ୍ୟା ଦେଖାଯାଏ। ତେଣୁ ବର୍ଷା ଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ। ତା’ହେଲେ ଆସନ୍ତୁ […]